ଅନାବୃତ୍ତ Anābṛutta

  • ସଂ. ବିଣ. (ନ+ଆବୃତ୍ତ) — ଫେରି ନ ଥିବା> — Not returned
  • ସଂ. ବିଣ. (ନ+ଆବୃତ୍ତ) — ଅନିର୍ବାଚିତ — Ṇot chosen (M.W.)
  • ସଂ. ବିଣ. (ନ+ଆବୃତ୍ତ) — ଅନଭ୍ୟସ୍ତ — Not exercised or practised