ଅନାବୃଷ୍ଟି Anābṛushṭi

  • ସଂ. ବି. (ନ+ଆବୃଷ୍ଟି) — ବୃଷ୍ଟିର ଅଭାବ; ମେଘ ବରଷା ନ ହେବା — Want of rain
  • ସଂ. ବି. (ନ+ଆବୃଷ୍ଟି) — ଖୁସ୍କି; ମରୁଡ଼ି — Drought
  • ସଂ. ବିଣ — ବୃଷ୍ଟିହୀନ (ଦେଶ) — Rainless (country)