ଅନାବିଦ୍ଧ Anābiddha

  • ସଂ. ବିଣ. (ନ+ଆବିଦ୍ଧ) — ଯାହା ଫୋଡ଼ା ଯାଇ ନାହିଁ; ଅଫୁଟା — Unpierced
  • ସଂ. ବିଣ. (ନ+ଆବିଦ୍ଧ) — ଅନାହତ — Unhurt