ଅନାଦିମଧ୍ୟାନ୍ତ Anādimadhyānta

  • ସଂ. ବିଣ. (ବହୁବ୍ରୀହି; ନ+ଆଦି+ମଧ୍ୟ+ଅନ୍ତ) — ଯାହାର ଆଦି, ମଧ୍ୟ ଓ ଅନ୍ତ ନାହିଁ — Having no beginning, middle or end