ଅନାଦିନିଧନ Anādinidhana

  • ସଂ. ବି. (ବହୁବ୍ରୀହି; ନ+ଆଦି=ଜନ୍ମ+ନିଧନ=ମୃତ) — ପରମେଶ୍ୱର; (ବିଷ୍ଣୁ ସହସ୍ରନାମୋକ୍ତ) ବିଷ୍ଣୁଙ୍କର ନାମ — God; a name of Bishṇu
  • ସଂ. ବିଣ — ଅନନ୍ତକାଳସ୍ଥାୟୀ — Eternal