ଅନାତ୍ୟନ୍ତକ Anāyantika

  • ସଂ. ବିଣ. (ନ+ଆତ୍ୟନ୍ତିକ) — ଅଚିର — Not perpetual
  • ସଂ. ବିଣ. (ନ+ଆତ୍ୟନ୍ତିକ) — ଯାହା ଶେଷ ନୁହେ — Not final
  • ସଂ. ବିଣ. (ନ+ଆତ୍ୟନ୍ତିକ) — ଯାହା ମଝିରେ ମଝିରେ ଘଟେ — Recurrent