ଅନାତ୍ମୀୟ Anātmīya

  • ସଂ. ବିଣ. ପୁଂ. (ନ+ଆତ୍ମୀୟ) — ନିଃସମ୍ପର୍କୀୟ (ବ୍ୟକ୍ତି); ପରି — Unrelated; out-sider
  • ସଂ. ବିଣ. ପୁଂ. (ନ+ଆତ୍ମୀୟ) — ବିପକ୍ଷ; ବିଦ୍ୱେଷୀ (ବ୍ୟକ୍ତି) — Inimical