ଅନାତପ Anātapa

  • ସଂ. ବି. (ନଞ ତତ୍; ନ+ଆତପ) — ଖରା ବା ରୌଦ୍ରାଭାବ; ଛାଇ — Absence of sun's rays; shade
  • ସଂ. ବିଣ — ଆତପଶୂନ୍ୟ — Void of sun shine
  • ସଂ. ବିଣ — ଛାୟାଯୁକ୍ତ — Shady
  • ସଂ. ବିଣ — ଶୀତଳ — Cold