ଅନାଜ୍ଞାତ Anājn̄āta

  • ସଂ. ବିଣ. (ନ+ଆ+ଜ୍ଞା ଧାତୁ+କର୍ମ. ତ) — ଅଜ୍ଞାତ — Unknown
  • ସଂ. ବିଣ. (ନ+ଆ+ଜ୍ଞା ଧାତୁ+କର୍ମ. ତ) — ଜ୍ଞାତ ବିଷୟମାନଙ୍କୁ ବଳି ଯାଇଥିବା — Surpassing all that has ever been known (M.W.)