ଅନାଚାରୀ Anāchārī

  • ସଂ. ବିଣ. ପୁଂ (ନ+ଆଚାର+ଇନ୍, 1 ମା. 1 ବ) — ଉଚିତରୂପେ କାର୍ଯ୍ୟ କରୁ ନ ଥିବା — Not acting properly
  • ସଂ. ବିଣ. ପୁଂ (ନ+ଆଚାର+ଇନ୍, 1 ମା. 1 ବ) — ଭଦ୍ର ସମାଜାନୁମୋଦିତ ଆଚାରବିହୀନ — Ill-bred; Ill-behaved
  • ସଂ. ବିଣ. ପୁଂ (ନ+ଆଚାର+ଇନ୍, 1 ମା. 1 ବ) — ଯେ ଗର୍ହିତ ଆଚରଣ କରେ — Of bad conduct
  • ସଂ. ବିଣ. ପୁଂ (ନ+ଆଚାର+ଇନ୍, 1 ମା. 1 ବ) — ଯେ ଶାସ୍ତ୍ରନିର୍ଦ୍ଦିଷ୍ଟ ଆଚାର ନ ପାଳେ — Not observing the prescribed canons of the scriptures and law books