ଅନାଗାମୀ Anāgāmī
- ସଂ. ବିଣ. (ନ+ଆଗାମିନ୍; 1 ମା. 1 ବ.) — ଯାହା ଭବିଷ୍ୟତ୍ ନୁହେ — Not future
- ସଂ. ବିଣ. (ନ+ଆଗାମିନ୍; 1 ମା. 1 ବ.) — ଉପସ୍ଥିତ ହେଉ ନ ଥିବା — Not arriving
- ସଂ. ବିଣ. (ନ+ଆଗାମିନ୍; 1 ମା. 1 ବ.) — ଯାହା ଫେରି ଆସି ପାରିବ ନାହିଁ — Not subject to returning
- ସଂ. ବି — ଚାରି ବୌଦ୍ଧ ସମ୍ପ୍ରଦାୟ ମଧ୍ୟରୁ ତୃତୀୟ ସମ୍ପ୍ରଦାୟ — Name of the third of the four Buddhist orders