ଅନଳ Anaḻa
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଅଗ୍ନି; ନିଆଁ — Fire
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଅଗ୍ନି ଦେବତା — The God of Fire
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଜଠରାନଳ; ଜୀର୍ଣ୍ଣଶକ୍ତି — Digestive; power; gastric juice
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ପିତ୍ତ — Bile
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଅଷ୍ଟାବସୁଙ୍କ ମଧ୍ୟରୁ ଷଷ୍ଠ ବସୁ — The sixth of the eight Basu Deities
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଚିତାମୂଳ; ଧଳାଚିତା ଓ ନାଲିଚିତା ଗୁଳ୍ମ — Plumbago Zeylanica and Rosea
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଦେହାଭ୍ୟନ୍ତରସ୍ଥ ବାତ — Wind inside the body
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ଭଲ୍ଲାତକ; ଭାଲିଆ — Marking-nut
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — ର ଅକ୍ଷର — The letter 'Ra'
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — 3 ସଂଖ୍ୟା — 3ସଂଖ୍ୟା—. The number '3'
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — (ଜ୍ୟୋତିଷ) ବୃହସ୍ପତିଙ୍କର ପଞ୍ଚାଶତ୍ତମ ବର୍ଷ — (astronomy) The fiftieth year of the planet Jupiter's cycle
- ସଂ. ବି. (ବହୁବ୍ରୀହି; ନ=ନାହିଁ+ଅଳ=ପର୍ଯ୍ୟାପ୍ତି, ତୃପ୍ତି ଯାହାର; କିମ୍ବା ଅନ ଧାତୁ=ନିଃଶ୍ୱାସ ମାରିବା+ସଂଜ୍ଞାର୍ଥେ. ଅଳ; ଯାହା ନିଶ୍ୱାସଦ୍ୱାରା ଜଳିଉଠେ) — (ଜ୍ୟୋତିଷ) କୃତ୍ତିକାନକ୍ଷତ୍ର — (astronomy) The 3rd lunar mansion; the pleidas