ଅନଳପ Anaḻapa

  • ଗ୍ରା. ପଦ୍ୟ. (ସଂ. ଅନଳ୍ପ) — ଅନଳ୍ପ — Not little
  • ଗ୍ରା. ପଦ୍ୟ. (ସଂ. ଅନଳ୍ପ) — ଅଧିକ — Great
  • ଗ୍ରା. ପଦ୍ୟ. (ସଂ. ଅନଳ୍ପ) — ମୋର ଅନଳପ ପୂରୁବର ତପ—କବିସୂର୍ଯ୍ୟ, ସଙ୍ଗୀତ।