ଅନର୍ବୃତ୍ତି Anirbṛutti
- ସଂ. ବି. (ଅ+ନିର୍+ବୃତ୍ତି) — ସଫଳ ନ ହେବା; ଫଳ ନ ଫଳିବା — Non-fulfilment
- ସଂ. ବି. (ଅ+ନିର୍+ବୃତ୍ତି) — ଅସମାପ୍ତି — Incompleteness (M.W.)
- ସଂ. ବି. (ଅ+ନିର୍+ବୃତ୍ତି) — ଦରିଦ୍ରତା — Poverty (Apte)
- ସଂ. ବି. (ଅ+ନିର୍+ବୃତ୍ତି) — ଉଦ୍ବିଗ୍ନତା — Anxiety; disquietude. (Apte)