ଅନର୍ଥକ Anarthaka

  • ସଂ. ବିଣ. (ଅନର୍ଥ+କ) — ଅନର୍ଥ (ଦେଖ) — Anartha (See)
  • ଦେ. କ୍ରି. ବିଣ — ବୃଥାରେ — In vain
  • ଦେ. କ୍ରି. ବିଣ — ଅପ୍ରୟୋଜନରେ — Unnecessarily
  • ସଂ. ବି — ଅସମ୍ବନ୍ଧ ପ୍ରଳାପ — Incoherent talk; raving