ଅନର୍ଗଳା Anargaḻā

  • ସଂ. ବିଣ. ସ୍ତ୍ରୀ. (ଅନର୍ଗଳ+ଆ) — ଅନର୍ଗଳର ସ୍ତ୍ରୀଲିଙ୍ଗ — Feminine of Anargaḻa
  • ଗ୍ରା. (ପଦ୍ୟ) ବିଣ — ଅତି ଦୃଢ଼ — Very strong
  • ଗ୍ରା. (ପଦ୍ୟ) ବିଣ — ଠାବେ ଠାବେ କବାଟ ଲାଗିଛି ଅନର୍ଗଳା। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।
  • ଗ୍ରା. (ପଦ୍ୟ) ବିଣ — ଅତିବଳିଷ୍ଠ — Very mighty
  • ଗ୍ରା. (ପଦ୍ୟ) ବିଣ — ବୁଝିଲେ ତ ତୁମ୍ଭେ ସର୍ବେ କ୍ଷତ୍ରି ଅନର୍ଗଳା—ପୀତାମ୍ବର, ନୃସିଂହପୁରାଣ।
  • ଗ୍ରା. (ପଦ୍ୟ) ବିଣ — ଅଜେୟ — Invincible
  • ଗ୍ରା. (ପଦ୍ୟ) ବିଣ — ରାଗରେ ଫାଲଗୁନୀ ତେଜରେ ଅନର୍ଗଳା—ସାରଳା ମହାଭାରତ।