ଅନଭିରୂପ Anabhirūpa

  • ସଂ. ବିଣ. (ନ+ଅଭିରୂପ) — ମେଳ ହେଉ ନ ଥିବା — Not corresponding
  • ସଂ. ବିଣ. (ନ+ଅଭିରୂପ) — ଯାହା ମନୋମତ ନୁହେ — Not pleasing
  • ସଂ. ବିଣ. (ନ+ଅଭିରୂପ) — ଅସୁନ୍ଦର — Not handsome