ଅନଭିମତ Anabhimata

  • ସଂ. ବିଣ. (ନ+ଅଭିମତ) — ଯାହା ମନଲାଖି ନୁହେ — Not to one's mind
  • ସଂ. ବିଣ. (ନ+ଅଭିମତ) — ଇଚ୍ଛାବିରୁଦ୍ଧ — Against one's wish or liking
  • ସଂ. ବିଣ. (ନ+ଅଭିମତ) — ଅନୁଦ୍ଦିଷ୍ଟ — Not aimed at
  • ସଂ. ବିଣ. (ନ+ଅଭିମତ) — ଯାହା ଭଲ ଲାଗେ ନାହିଁ — Disliked