ଅନବସ୍ଥିତ Anabasthita
- ସଂ. ବିଣ. (ନ+ଅବସ୍ଥିତ) — ଚଞ୍ଚଳ; ଅସ୍ଥିର — Restless
- ସଂ. ବିଣ. (ନ+ଅବସ୍ଥିତ) — ଅଠିକଣା; ଅବ୍ୟବସ୍ଥିତ — Fickle; unstable; unsteady
- ସଂ. ବିଣ. (ନ+ଅବସ୍ଥିତ) — ଅନିଶ୍ଚିତ — Unsettled
- ସଂ. ବିଣ. (ନ+ଅବସ୍ଥିତ) — ମନ୍ଦ ଆଚରଣବିଶିଷ୍ଟ — Loose in conduct. (M.W.)