ଅନବସ୍ଥା Anabasthā
- ସଂ. ବି. (ନଞ ତତ୍; ନ+ଅବସ୍ଥା) — ଅନିଶ୍ଚିତ ଅବସ୍ଥା — Unsettled condition
- ସଂ. ବି. (ନଞ ତତ୍; ନ+ଅବସ୍ଥା) — ଅସ୍ଥିର ଆଚରଣ — Unsteady conduct
- ସଂ. ବି. (ନଞ ତତ୍; ନ+ଅବସ୍ଥା) — ଅନୈତିକ ଆଚରଣ — Loose conduct
- ସଂ. ବି. (ନଞ ତତ୍; ନ+ଅବସ୍ଥା) — (ଦର୍ଶନ) କୌଣସି ପ୍ରତିଜ୍ଞାରେ ଶେଷ ମୀମାଂସାର ଅଭାବ — (philosophy) Non-finality of a proposition; endless series of statements (M.W.)
- ସଂ. ବି. (ନଞ ତତ୍; ନ+ଅବସ୍ଥା) — ଦୁରବସ୍ଥା — Adversity
- ସଂ. ବି. (ନଞ ତତ୍; ନ+ଅବସ୍ଥା) — ଅଭାବ — Want; need