ଅନବସ୍ଥାନ Anabasthāna

  • ସଂ. ବି. (ନଞ ତତ୍; ନ+ଅବସ୍ଥାନ) — ଅସ୍ଥିରତା — Instability; unsteadiness
  • ସଂ. ବି. (ନଞ ତତ୍; ନ+ଅବସ୍ଥାନ) — ସ୍ଥିତିର ଅଭାବ — Non-existence
  • ସଂ. ବି. (ନଞ ତତ୍; ନ+ଅବସ୍ଥାନ) — ମନ୍ଦ ଆଚରଣ — Looseness of conduct
  • ସଂ. ବି. (ନଞ ତତ୍; ନ+ଅବସ୍ଥାନ) — (ବହୁବ୍ରୀହି) ବାୟୁ — Air; wind
  • ସଂ. ବିଣ. (ବହୁବ୍ରୀହି) — ଅସ୍ଥିର — Fickle; unstable