ଅନପରାଧ Anaparādha

  • ସଂ. ବି. (ନଞ ତତ୍; ନ+ଅପରାଧ) — ଅପରାଧହୀନତା; ନିର୍ଦ୍ଦୋଷତା — Innocence; innocuousness
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯେ ଅପରାଧ କରି ନାହିଁ — Innocent
  • ସଂ. ବିଣ. ପୁଂ. (ବହୁବ୍ରୀହି) — ନିର୍ଦ୍ଦୋଷ — Faultless; free from defects