ଅନନ୍ୱିତ Ananwita

  • ସଂ. ବିଣ (ନ+ ଅନ୍ୱିତ) — ଯେଉଁ ପଦ ଅନ୍ୟ ପଦଦ୍ୱାରା ଅନ୍ୱିତ ନୁହେ; ଯେଉଁ ପଦର ପୂର୍ବାପର ସମ୍ବନ୍ଧ ନାହିଁ — (a word) Not governed by any other word
  • ସଂ. ବିଣ (ନ+ ଅନ୍ୱିତ) — ଅସମ୍ବଦ୍ଧ; ଅସଙ୍ଗତ — Unconnected; incoherent
  • ସଂ. ବିଣ (ନ+ ଅନ୍ୱିତ) — ଅନିୟମିତ — Irregular; desultory