ଅନନ୍ୟପୂର୍ବା Ananyapūrbā

  • ସଂ. ବିଣ. ସ୍ତ୍ରୀ. (ନ+ଅନ୍ୟପୂର୍ବା) — ଯେଉଁ କନ୍ୟା ଆଉ କୌଣସି ବରପାତ୍ରକୁ ଏଥିପୂର୍ବରୁ ବାଗ୍ଦତ୍ତା ହୋଇ ନାହିଁ — Unbetrothed (girl)
  • ସଂ. ବିଣ. ସ୍ତ୍ରୀ. (ନ+ଅନ୍ୟପୂର୍ବା) — ଅବିବାହିତା — Unmarried (girl)
  • ସଂ. ବି. ସ୍ତ୍ରୀ — ବାଗଦତ୍ତା ହୋଇ ନ ଥିବା କନ୍ୟା — Unbetrothed girl; a virgin