ଅନନ୍ୟପର Ananyapara

  • ସଂ. ବିଣ. ପୁଂ. (ବହୁବ୍ରୀହି; ନାହିଁ ଅନ୍ୟପର=ଆଶ୍ରୟ ଯାହାର; ନ+ଅନ୍ୟପର) — ଅନନ୍ୟଚିତ୍ତ (ଦେଖ) — Aṅanyachitta (See)
  • ସଂ. ବିଣ. ପୁଂ. (ବହୁବ୍ରୀହି; ନାହିଁ ଅନ୍ୟପର=ଆଶ୍ରୟ ଯାହାର; ନ+ଅନ୍ୟପର) — ଅନନ୍ୟପରାୟଣ (ଦେଖ) — Ananyaparāyaṇa (See)