ଅନନ୍ୟପରାୟଣ Ananyaparāyaṇa

  • ସଂ. ବିଣ. ପୁଂ. (ନ+ଅନ୍ୟପରାୟଣ) — ଅନନ୍ୟଚିତ୍ତ (ଦେଖ) — Ananyachitta (See)
  • ସଂ. ବିଣ. ପୁଂ. (ନ+ଅନ୍ୟପରାୟଣ) — ଯେ ଅନ୍ୟ କୌଣସି ବ୍ୟକ୍ତି ପ୍ରତି ଆସକ୍ତ ନୁହେ — Not attached to any other person