ଅନନ୍ୟନାଥା Ananyanāthā

  • ସଂ. ବିଣ. ସ୍ତ୍ରୀ. (ଅନନ୍ୟନାଥ+ଆ) — ଅନନ୍ୟନାଥର ସ୍ତ୍ରୀଲିଙ୍ଗ — Feminine of Ananyanātha
  • ସଂ. ବି. ସ୍ତ୍ରୀ — ଯେଉଁ ଅନୂଢ଼ା କନ୍ୟା ପୂର୍ବରୁ ଅନ୍ୟ ବର ପ୍ରତି ବାଗ୍ଦତ୍ତା ହୋଇ ନାହିଁ — A girl not previously betrothed to any other bridegroom