ଅନନ୍ୟଧର୍ମା Ananyadharmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ନ+ଅନ୍ୟ+ଧର୍ମନ; 1 ମା. 1 ବ.) — ଯାହାର ଅନ୍ୟ ଧର୍ମ ବା ଗୁଣ ନାହିଁ — Having no other quality or attribute