ଅନନ୍ୟଦେବ Ananyadeba

  • ସଂ. ବିଣ. ପୁଂ. (ବହୁବ୍ରୀହି; ନ+ ଅନ୍ୟଦେବ) — ଏକ ଦେବ ଛଡ଼ା ଯାହାର ଅନ୍ୟ ଉପାସ୍ୟ ଦେବ ନାହିଁ — Having no other God to worship
  • ସଂ. ବିଣ. ପୁଂ. (ବହୁବ୍ରୀହି; ନ+ ଅନ୍ୟଦେବ) — ଯାହା ଛଡ଼ା ଉତ୍କୃଷ୍ଟ ଦେବ କେହି ନାହିଁ — Having no other superior Deity
  • ସଂ. ବି. — ପରମାତ୍ମା; ପରମବ୍ରହ୍ମ; ପରମେଶ୍ୱର — The supreme Being