ଅନନ୍ୟଦୃଷ୍ଟି Ananyadṛusti
- ସଂ. ବି. (କର୍ମାଧା) — ଲକ୍ଷ୍ୟ ବିଷୟ ଛଡ଼ା ଅନ୍ୟ ଆଡ଼କୁ ପଡ଼ୁ ନ ଥିବା ଦୁଷ୍ଟି; ଏକଦୃଷ୍ଟି — Steadfast or intent gaze; staring at one thing only
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ନ+ଅନ୍ୟ+ଦୃଷ୍ଟି) — ଯାହାର ଏକ ପଦାର୍ଥ ଛଡ଼ା ଅନ୍ୟ ପ୍ରତି ଦୃଷ୍ଟି ନାହିଁ — Gazing intently on one thing only