ଅନନ୍ୟଚେତା Ananyachetā

  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ନ+ଅନ୍ୟ+ ଚେତସ୍; 1 ମା 1 ବ.) — ଯେ ଏକମାତ୍ର ବିଷୟ ପ୍ରତି ମନ ଦେଇଥାଏ — Giving one's undivided attention to a matter