ଅନନ୍ୟଗାମୀ Ananyagāmī

  • ସଂ. ବିଣ. ପୁଂ. (ନ+ ଅନ୍ୟ+ ଗମ ଧାତୁ+ କର୍ତ୍ତୃ. ଇନ. 1 ମା. 1 ବ) — ଯେ ଆଉ କାହାରିଠାକୁ ନ ଯାଏ — Going to no other
  • ସଂ. ବିଣ. ପୁଂ. (ନ+ ଅନ୍ୟ+ ଗମ ଧାତୁ+ କର୍ତ୍ତୃ. ଇନ. 1 ମା. 1 ବ) — ଯେ ଅନ୍ୟ କାହାରି ସଙ୍ଗେ ସଙ୍ଗମ ନ କରେ — Cohabiting with no one else