ଅନନ୍ୟଗତି Ananyagati

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ନ+ ଅନ୍ୟ+ ଗତି) — ଅନନ୍ୟଗତିକ (ଦେଖ) — Ananyagatika (See)
  • ସଂ. ବି. (କର୍ମଧା) ଏକମାତ୍ର ଅବଲମ୍ବନ — Sole resort or refuge