ଅନନ୍ୟଗତିକ Ananyagatika

  • ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅନ୍ୟ+ ଗତି+କ) — ଯାହାର ଅନ୍ୟ ଗତି ନାହିଁ; ନିରୂପାୟ; ନାଚାର — Having no other alternative or resourse
  • ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅନ୍ୟ+ ଗତି+କ) — ନିରାଶ୍ରୟ — Helpless