ଅନନ୍ତ୍ୟ Anantya

  • ସଂ. ବିଣ (ଅନନ୍ତ+ଯ) — ଯାହାର ସୀମା ନାହିଁ — Infinite
  • ସଂ. ବିଣ (ଅନନ୍ତ+ଯ) — ଚିର — External
  • ସଂ ବି — ଅନନ୍ତକାଳ — Eternity
  • ସଂ ବି — ଅନନ୍ତଦେଶ — Infinity