ଅନନ୍ତଶୟନ Anantaṡayana
- ସଂ. ବି. ( 7 ମୀ ତତ୍; ଅନନ୍ତ+ ଶୟନ) — ମହାପ୍ରଳୟକାଳରେ ବିଷ୍ଣୁଙ୍କର ଅନନ୍ତ ବା ଶେଷନାଗ ଉପରେ ଶୟନ — The sleeping of Bishṇu on the Ananta serpent during the great deluge
- ସଂ. ବି. ( 7 ମୀ ତତ୍; ଅନନ୍ତ+ ଶୟନ) — ତ୍ରିବାଙ୍କୋଡ଼ — Travancore (M.W. & Apte)
- ସଂ. ବି. ( 7 ମୀ ତତ୍; ଅନନ୍ତ+ ଶୟନ) — ଶ୍ରୀରଙ୍ଗପତ୍ତନ — Ṡrīraṅgapattana (Apte)