ଅନନ୍ତଶଯ୍ୟା Anantaṡaj̄yā

  • ସଂ. ବି. ( 7 ମୀ ତତ୍ କିମ୍ବା ରୂପକ; ଶଯ୍ୟା ରୂପେ ବ୍ୟବହୃତ ଅନନ୍ତନାଗ) — ମହାପ୍ରଳୟକାଳରେ ଅନନ୍ତନାଗ ଉପରେ ବିଷ୍ଣୁଙ୍କ ରଚିତ ଶଯ୍ୟା — The bed of Bishṇu on the Ananta serpent at the great deluge