ଅନନ୍ତଭଦ୍ରା Anantabhadrā

  • ଦେ. ବି — ସାରଳା ମହାଭାରତରେ ବର୍ଣ୍ଣିତ କାମ୍ୟକବନ ନିକଟସ୍ଥ ନଦୀବିଶେଷ — Name of a river flowing by the forest of Kāmyaka spoken of by Sāraḻā Dāsa