ଅନନ୍ତବ୍ରତ Anantabrata
- ସଂ. ବି. (ଅନନ୍ତ+ବ୍ରତ) — ଅନନ୍ତ ଚତୁର୍ଦ୍ଦଶୀ ଦିନ ପାଳିତ ବ୍ରତ — A religious vow observed on the Ananta chaturddaṡī day
- ସଂ. ବି. (ଅନନ୍ତ+ବ୍ରତ) — ଅନନ୍ତ ବ୍ରତ ପାଳନ କରିବା ବ୍ୟକ୍ତି ଯେଉଁ ସୂତ୍ର ବାହୁରେ ଧାରଣ କରେ (ଏଥିରେ 14 ଟି ଗଣ୍ଠି ପଡ଼ିଥାଏ) — ଅନନ୍ତ ବ୍ରତ ପାଳନ କରିବା ବ୍ୟକ୍ତି ଯେଉଁ ସୂତ୍ର ବାହୁରେ ଧାରଣ କରେ (ଏଥିରେ14ଟି ଗଣ୍ଠି ପଡ଼ିଥାଏ)— . The thread tied round the arm of a person observing the vow of Anantabrata
- ସଂ. ବି. (ଅନନ୍ତ+ବ୍ରତ) — ବାହୁରେ ପିନ୍ଧାଯିବା ବଳୟାକାର ଅଳଙ୍କାର — Armlet