ଅନନ୍ତବ୍ରତ ଉଦ୍ୟାପନା Anantabrata udyāpanā

  • ସଂ. ବି — ଅନନ୍ତଚତୁର୍ଦ୍ଦଶୀ ବ୍ରତ ବାର ବର୍ଷ ପାଳନକରିବା ପରେ ତହିଁର ଉଦ୍ୟାପନାରୂପ ଉତ୍ସବ — The ceremony of consummating the observance of the Anantabrata vow after a continuous observance for twelve years