ଅନଦ୍ୟତନ Anadyatana

  • ସଂ. ବିଣ (ନ+ଅଦ୍ୟତନ) — ଯାହା ଆଜିର ନୁହେଁ — Not of today
  • ସଂ. ବିଣ (ନ+ଅଦ୍ୟତନ) — (ବ୍ୟାକରଣ)—ଆଜି ଘଟି ନ ଥିବା ଭୂତକାଳ ବା ଆଜି ନ ଘଟିବା ଭବିଷ୍ୟତ୍ କାଳ — (Grammar) Past or future tense which does not relate to events of today