ଅନତିବିଳମ୍ବିତା Anatibiḻambitā

  • ସଂ. ବି (ନ+ଅତିବିଳମ୍ବ +ଇନ୍+ତା) — ବିଳମ୍ବର ଅଭାବ; ଡେରି ନ ହେବା — Absence of delay (Apte)
  • ସଂ. ବି (ନ+ଅତିବିଳମ୍ବ +ଇନ୍+ତା) — ବାଗ୍ମିତା; ଗଡ଼ ଗଡ଼ କରି ବକ୍ତୃତା କରିବା ଶକ୍ତି; ବକ୍ତାର ଗୁଣବିଶେଷ — Fluency as a speaker's qualification (Apte)