ଅନତିପକ୍ୱ Anatipakwa

  • ସଂ. ବିଣ. (ନ+ଅତିପକ୍ୱ) — ଯାହା ଅତି ପାଚି ଯାଇ ନାହିଁ — Not very ripe
  • ସଂ. ବିଣ. (ନ+ଅତିପକ୍ୱ) — [ଦ୍ର—ଏହିପରି ଅନତି ଶବ୍ଦଯୁକ୍ତ ଅନେକ ଶବ୍ଦ ସଂସ୍କୃତରେ ଓ ଭାଷାରେ ବ୍ୟବହୃତ ହୁଏ। ଯଥା—ଅନତିକ୍ଲେଶ, ଅନତିପ୍ରୌଢ଼, ଅନତିପରିପୁଷ୍ଟ, ଅନତିପରିଷ୍ଫୁଟ, ଅନତିଗର୍ବିତ, ଅନତିବୃଦ୍ଧ, ଅନତିବିସ୍ତୁତ, ଅନତିଭଙ୍ଗୁର, ଅନତିଭୋଗ, ଅନତିଯତ୍ନ, ଅନତି— ରିକ୍ତ, ଅନତିସିଦ୍ଧ।]