ଅନଙ୍ଗ Anaṅga
- ସଂ. ବିଣ. ଫୁ. (ବହୁବ୍ରୀହି; ନ+ଅଙ୍ଗ) — ଅଙ୍ଗହୀନ; ଅଦେହ — Bodiless; incorporeal
- ସଂ. ବିଣ. ଫୁ. (ବହୁବ୍ରୀହି; ନ+ଅଙ୍ଗ) — ନିରାକାର — Formless; shapeless
- ସଂ. ବିଣ. ଫୁ. (ବହୁବ୍ରୀହି; ନ+ଅଙ୍ଗ) — ଯାହାର ଅଙ୍ଗ ନାହିଁ — Without a supplement or auxiliary
- ସଂ. ବି. ଫୁ — କାମଦେବ — God cupid
- ସଂ. ବି. ଫୁ — [ଦ୍ର—ତପସ୍ୟାରତ ଶିବଙ୍କ ପାଖରେ ପାର୍ବତୀ ଉପସ୍ଥିତ ହେବାରୁ ଏ ହର ପାର୍ବତୀଙ୍କୁ ଲକ୍ଷ କରି ଶର ମାରିବାରୁ ଶିବ କ୍ରୁଦ୍ଧ ହୋଇ ଏହାଙ୍କୁ ତୃତୀୟ ଚକ୍ଷୁନିର୍ଗତ ଅଗ୍ନିଦ୍ୱାରା ଭସ୍ମ କରିଥିବାରୁ ଏହି ନାମ।]
- ସଂ. ବି. ଫୁ — କାମ ପ୍ରବୃତ୍ତି — Lascivious hankering
- ସଂ. ବି. ଫୁ — ଆକାଶ — The sky
- ସଂ. ବି. ଫୁ — ମନ — The mind