ଅନଙ୍ଗପୀଡ଼ା Anaṅgapiṟḍ̠ā

  • ସଂ. ବି. (ମଧ୍ୟପଦଲୋପୀ; ଅଙ୍ଗନ+ପୀଡ଼ା) — କାମଜ ଖେଦ କାମୋଦ୍ରେକଜନିତ ଦୁଃଖ; କାମ ପ୍ରବୃତ୍ତି ଚରିତାର୍ଥ ନ ହେବାରୁ ଯେଉଁ ମାନସିକ ଅଶାନ୍ତି ଓ ଶାରୀରିକ କଷ୍ଟ ଅନୁଭୂତ ହୁଏ — Uneasiness due to one's passions not being satisfied