ଅନଙ୍କୁଶ Anaṅkuṡa

  • ସଂ. ବିଣ. (ବହୁବ୍ରୀହି; ନ+ଅଙ୍କୁଶ) — ନିରଙ୍କୁଶ — Unrestrained
  • ସଂ. ବିଣ. (ବହୁବ୍ରୀହି; ନ+ଅଙ୍କୁଶ) — ଅଶାସ୍ୟ — Unruly; ungovernable