ଅନଘ Anagha
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ନିଷ୍ପାପ; ପାପଶୂନ୍ୟ — Sinless
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ନିଷ୍କଳଙ୍କ — Stainless
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ନିର୍ଦ୍ଦୋଷ — Faultless
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ସୁନ୍ଦର — Beautiful; graceful; handsome
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ଅନାହତ — Uninjured; unhurt (M.W.)
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ଅବିପନ୍ନ — With danger; safe (Apte)
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ଦୁଃଖହୀନ — Without grief or sorrow
- ସଂ. ବିଣ. (ବହୁବ୍ରୀହି ନ+ଅଘ) — ନିର୍ମଳ — Pure; spotless
- ସଂ. ବି — ରାଇସୋରିଷ — White mustard
- ସଂ. ବି — ବିଷ୍ଣୁ — A name of Bishṇu
- ସଂ. ବି — ଶିବ — A name of Ṡiba
- ସଂ. ବି — ଗନ୍ଧର୍ବ — A divine chorister