ଅନକ୍ଷର Anakshara

  • ସଂ. ବିଣ. ପୁଂ. (ନ+ଅକ୍ଷର) — ଅବ୍ୟକ୍ତ କହିବାର ଅଯୋଗ୍ୟ — Unfit to be uttered (M.W.) unspeakeble
  • ସଂ. ବିଣ. ପୁଂ. (ନ+ଅକ୍ଷର) — ଅକ୍ଷରଉଚ୍ଚାରଣ କରିବାକୁ ଅସମର୍ଥ — Unable to articulate a syllable (M.W.);
  • ସଂ. ବିଣ. ପୁଂ. (ନ+ଅକ୍ଷର) — ମୂକ — Mute; dumb (Apte)
  • ସଂ. ବିଣ. ପୁଂ. (ନ+ଅକ୍ଷର) — ନିରକ୍ଷର; ମୂର୍ଖ — Unlettered (M.W.)
  • ସଂ. ବି — ତିରସ୍କାର ବାକ୍ୟ — Abusive language
  • ସଂ. ବି — ଅବକ୍ତବ୍ୟ ବଚନ — Unspeakable words
  • ସଂ. ବି — ଗାଳି — Censure; abuse
  • ସଂ. ବି — ନିନ୍ଦା — Blame
  • ଦେ. ବିଣ. (ସଂ. ଅକ୍ଷର) — ଅକ୍ଷୟ — Indestructible
  • ଦେ. ବିଣ. (ସଂ. ଅକ୍ଷର) — ଅବ୍ୟକ୍ତ ଅନକ୍ଷର ସୂକ୍ଷ୍ମ ସନାତନ, ସମସ୍ତ ଋଷିଙ୍କର ହୃଦୟରତନ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।