ଅନକୂଳ Anakuḻa
- ଗ୍ରା. ବି. (ସଂ. ଅନୁକୂଳ) — ଯାତ୍ରା ଓ ମଙ୍ଗଳ କାର୍ଯ୍ୟ ଆରମ୍ଭ କରିବାପାଇଁ ଜ୍ୟୋତିଷ ମତରେ ଶୁଭ ମୁହୂର୍ତ୍ତ — Propitious time for beginning work or starting for a place
- ଗ୍ରା. ବି. (ସଂ. ଅନୁକୂଳ) — ତୁ ଏହି ଅନକୂଳେ ଆସ, ରମଣିରତ୍ନ ଘେନି ବସ। ଭୂପତି—ପ୍ରେମପଞ୍ଚାମୃତ।
- ଗ୍ରା. ବି. (ସଂ. ଅନୁକୂଳ) — ଆରମ୍ଭ — Beginning
- ଗ୍ରା. ବି. (ସଂ. ଅନୁକୂଳ) — (ଯଥା—ମୁଁ 1930 ରେ ଭାଷାକୋଷର ପାଣ୍ଡୁଲିପିମାନ ସାଫି କରିବା ଅନକୂଳ କଲି।) — (ଯଥା—ମୁଁ1930ରେ ଭାଷାକୋଷର ପାଣ୍ଡୁଲିପିମାନ ସାଫି କରିବା ଅନକୂଳ କଲି)
- ଗ୍ରା. ବି. (ସଂ. ଅନୁକୂଳ) — ଯାତ୍ରାରମ୍ଭ — Beginning of a journey; a start
- ଗ୍ରା. ବି. (ସଂ. ଅନୁକୂଳ) — ଯେବେ ଶୁଣନ୍ତି ରିପୁ ବଳ, ସେହି ଶବଦେ ଅନକୂଳ। ଭୂପତି— ପ୍ରେମପଞ୍ଚାମୃତ।