ଅନକ ଅବସ୍ତା Anaka Abastā

  • ଗ୍ରା. ବି (ସଂ. ଅନେକ+ଅବସ୍ଥା) — ଅଧମାବସ୍ଥା; ନାନା ଦୁଃଖ — Miseries
  • ଗ୍ରା. ବି (ସଂ. ଅନେକ+ଅବସ୍ଥା) — ବହୁ ହୀନ ଦଶା — Vicissitudes of fortune; series of misfortunes